ନୂଆ ସଂସଦ ଭବନ ଉପରେ ଅଶୋକ ସ୍ତମ୍ଭର ଉଦଘାଟନ କଲେ ମୋଦୀ : କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଖପ୍ପା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ସଂସଦ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିରଲା ଉପସ୍ଥିତ ଥିଲେ। … Continue reading ନୂଆ ସଂସଦ ଭବନ ଉପରେ ଅଶୋକ ସ୍ତମ୍ଭର ଉଦଘାଟନ କଲେ ମୋଦୀ : କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଖପ୍ପା